Thursday, August 27, 2026
26.8 C
Odisha

    ନୂଆବର୍ଷରେ ଫୁଲତୋଡା ନୁହେଁ,ଉପହାର ଦିଅନ୍ତୁ ଗଛଚାରା: ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲତୋଡା ଦିଅନ୍ତୁ ନାହିଁ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ ସେ କହିଛନ୍ତି। ଚାରା ପରିବେଶକୁ ସୁରକ୍ଷା ଦେବ। ନିର୍ବାଚନୀ ଇସ୍ତାହାରରେ ଜଳବାୟୁ ପରିବର୍ତ୍ତନ କଥା ଲେଖିଥିଲୁ। ଜଳବାୟୁ ସଂରକ୍ଷଣ ପ୍ରତି ଆମେ ସଜାଗ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.8 ° C
    26.8 °
    26.8 °
    86 %
    2kmh
    100 %
    Thu
    30 °
    Fri
    28 °
    Sat
    28 °
    Sun
    25 °
    Mon
    23 °

    ସମ୍ବନ୍ଧିତ