Saturday, March 21, 2026
19 C
Odisha

    ନେତାଜୀ ବସ୍ ଟର୍ମିନାଲରେ ଅଚଳାବସ୍ଥା

    ଆଗକୁ ପଢନ୍ତୁ

    କଟକ: କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଆନ୍ଦୋଳନଙ୍କ ଯୋଗୁ ନେତାଜୀ ବସ ଟର୍ମିନାଲରେ ଅଚଳାବସ୍ଥା ଦେଖାଦେଇଛି। ଫଳରେ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଛନ୍ତି । ବିଭିନ୍ନ ଦାବି ନେଇ ଟର୍ମିନାଲ କର୍ମଚାରୀ ଆନ୍ଦୋଳନ କରିଥିିବା ସୂଚନା ମିଳିଛି। ଟିକଟ କାଉଣ୍ଟର ବନ୍ଦ ରହିଥିବାବେଳେ ଆନ୍ଦୋଳନରେ ବସଷ୍ଟାଣ୍ଡର ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି।

    ସୂଚନା ଥାଉକି, ପ୍ରାୟ ଦେଢ ଶହ କର୍ମଚାରୀ ଵସ୍ ଟର୍ମିନାଲରେ ପ୍ରଵେଶ, ପ୍ରସ୍ଥାନ ପଥରେ ଯାଞ୍ଚ,ଟିକେଟ ଵୁକିଂ,ପ୍ରଵେଶ ପ୍ରସ୍ଥାନରେ ଗାଡି ନିୟନ୍ତ୍ରଣ, ଶୌଚାଳୟ ସଫାସୁତୁରା ଓ ଆହାର କେନ୍ଦ୍ରର ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ମଚାରୀମାନଙ୍କୁ ନିୟମିତ ଭାବେ ଦରମା, ପ୍ରୋଭିଡେଣ୍ଟ ଫଣ୍ଡ,ଇଏସ୍ ଆଇ ଓ ଗ୍ରାଚ୍ୟୁଟି ଆଦି ଦେଉ ନଥିବା ଅଭିଯୋଗ କରି କର୍ମଚାରୀମାନେ ଆଜି କାର୍ଯ୍ୟଵନ୍ଦ ଆନ୍ଦୋଳନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ