Friday, January 9, 2026
18.1 C
Odisha

    ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ

    ଆଗକୁ ପଢନ୍ତୁ

    ନେପାଳର ବାଗମତୀ ପ୍ରଦେଶରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ଜଣ ନିଖୋଜ ଥିବା ଜଣାପଡିଛି। ଏପରିକି ମାଟି ଅତଡ଼ା ଖସି ୩ଟି ଘର ପୋତି ହୋଇପଡ଼ିଛି। ରାମେଛାପ ଜିଲାର ଡୋରାମ୍ବା ଶୈଲୁଙ୍ଗରେ ଘଟିଥିବା ଏହି ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ ଓ ୨ ନାବାଳକ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    18.1 ° C
    18.1 °
    18.1 °
    25 %
    0.8kmh
    62 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ