Tuesday, September 29, 2026
29.2 C
Odisha

    ପତ୍ନୀହନ୍ତାକୁ ଆଜୀବନ ଜେଲ, ରାୟ ଶୁଣାଇଲେ ଅତିରିକ୍ତ ଜିଲା ଓ ଦୌରା ଜଜ

    ଆଗକୁ ପଢନ୍ତୁ

    ଯାଜପୁର ଟାଉନ : ମଦ୍ୟପାନ କରି ପତ୍ନୀଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡାଦେଶ  ।  ୨୦୨୫ ମସିହାରେ ବିଂଝାରପୁର ଥାନା ଚନ୍ଦ୍ରମୁଁ ଗାଁରେ ମଦ୍ୟପାନ କରି ଶାବୁଳରେ ଛେଚିବା ପରେ ଛୁରୀ ଭୁସି ନିଜ ପତ୍ନୀଙ୍କୁ ହତ୍ୟା ଘଟଣାର ରାୟ ପ୍ରକାଶ । ଅଭିଯୁକ୍ତ ସ୍ୱାମୀ ସୁଦାମ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲା ଓ ଦୌରା ଜଜ ବିଶେଶ୍ବର ବିଶ୍ୱ ପ୍ରକାଶ ରାୟ ।  ୧୨ ଜଣ ସାକ୍ଷ ପ୍ରମାଣ ଓ ୧୭ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୨ମାସ କାରାଦଣ୍ଡ ନେଇ ରାୟ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ