Monday, July 13, 2026
31.2 C
Odisha

    ପାରାଦୀପ ତାରିଣୀଗଡ଼ା ଜଘନ୍ୟ ହତ୍ୟା କାଣ୍ଡର ବଡ଼ ଖୁଲାସା, ଯୁବତୀଙ୍କ ବୟଫ୍ରେଣ୍ଡ ଥିଲା ହତ୍ୟା ପଛର ମାଷ୍ଟରମାଇଣ୍ଡ

    ଆଗକୁ ପଢନ୍ତୁ

    ପାରାଦୀପ : ପାରାଦୀପ ତାରିଣୀଗଡ଼ା ଜଘନ୍ୟ ହତ୍ୟା କାଣ୍ଡର ବଡ଼ ଖୁଲାସା । ଯୁବତୀଙ୍କ ବୟଫ୍ରେଣ୍ଡ ସୋମନାଥ ଥିଲା ହତ୍ୟା ପଛର ମାଷ୍ଟରମାଇଣ୍ଡ । ହତ୍ୟାକାଣ୍ଡରେ ଭଡ଼ାଟିଆ ଶୁଭମ ସିଂ କରିଥିଲା ସହଯୋଗ । ଦୁଇ ଜଣଙ୍କୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା ପୋଲିସ । ସିସିଟିଭି ଫୁଟେଜ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଚଳାଇଥିଲା ପୋଲିସ ।

    ଗତକାଲି ବଏଫ୍ରେଣ୍ଡ ସୋମନାଥ ଓଝା ଏବଂ ଭଡାଟିଆ ଶୁଭମ୍ ସିଂଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ଏହାପରେ ଘଟଣା ସ୍ଥଳରେ ସିନରିକ୍ରିଏସନ କରିବା ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଜଗତସିଂହପୁର ଏସ.ପି ଅଙ୍କିତ ବର୍ମା ସମ୍ପୂର୍ଣ୍ଣ ତଥ୍ୟ ରଖିବାନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସୂଚନା ରହିଛି ।  ମୃତ ଯୁବତୀଙ୍କ ଘର ତିର୍ତ୍ତୋଲ କୋଲାର ଗାଁର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    57 %
    3.9kmh
    100 %
    Mon
    32 °
    Tue
    29 °
    Wed
    29 °
    Thu
    30 °
    Fri
    35 °

    ସମ୍ବନ୍ଧିତ