Saturday, October 10, 2026
27.9 C
Odisha

    ପିକନିକ ସାଜିଲା କାଳ,ଚାଲିଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    କୋରାପୁଟ  :   ପିକନିକ ସାଜିଲା କାଳ । ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । କୋରାପୁଟ ଜିଲ୍ଲାରେ ଘଟିଲା ଏମିତି ଦୁଃଖଦାୟକ ଘଟଣା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ତଳମିଟିଂ ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଯୁବକ ଜଣକ ପିକନିକ ପାଇଁ ସେମିଳିଗୁଡାରୁ ଆସିଥିଲେ । ଯୁବକ ଜଣକ ଜଳପ୍ରପାତରେ ଗାଧୋଉଥିବା ସମୟରେ ତାଙ୍କର ମୃତ୍ୟୁ ହେଇଥିବା ସ୍ପଷ୍ଟ କରିଛି ଲକ୍ଷ୍ମୀପୁର ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ