Friday, April 10, 2026
25.6 C
Odisha

    ପିସିଆର ଭ୍ୟାନକୁ ଧକ୍କାଦେଲା କାର, ଡ୍ରାଇଭର ସମେତ ପୋଲିସ କର୍ମଚାରୀ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାତି ଅଧରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ସଡ଼କ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ଧକ୍କାଦେଲା କାର । ପିସିଆର ଭ୍ୟାନ୍ ଡ୍ରାଇଭର ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗାଡିରେ ବସିଥିବା ଲୋକ ସମସ୍ତେ ଆହତ ହୋଇଥିବା ବେଳେ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ