Saturday, December 27, 2025
25.2 C
Odisha

    ପୁଣି କୂଅରେ ପଡ଼ିଲା ହାତୀ ଛୁଆ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି : ମୁରିବାହାଲ ରେଞ୍ଜ ଗୁଡିଘାଟ ପଞ୍ଚାୟତ ଲତାସହଡା ଗ୍ରାମର ଏକ କୂଅରେ ଖସିପଡିଛି ହାତୀ । ସ୍ଥାନୀୟ ଜଙ୍ଗଲରେ ଥିବା ଏକ କୂଅରେ ହାତୀ ଛୁଆଟି ପଡି ଯାଇଛି । ସ୍ଥାନୀୟ ଜଙ୍ଗଲ ୬୦ଟିକିଆ ହାତୀପଲ ଥିବା ସୂଚନା ମିଳିଛି । ହାତୀ ଛୁଆ ଦେଖିବା ପାଇଁ କୌଣସି ସାଧାରଣ ଲୋକ ଘଟଣା ସ୍ଥଳକୁ ନ ଯିବାକୁ ବନବିଭାଗ ଓ ପୋଲିସ୍ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    26 %
    2.3kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ