Friday, October 16, 2026
22.3 C
Odisha

    ପୁଣି କୂଅରେ ପଡ଼ିଲା ହାତୀ ଛୁଆ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି : ମୁରିବାହାଲ ରେଞ୍ଜ ଗୁଡିଘାଟ ପଞ୍ଚାୟତ ଲତାସହଡା ଗ୍ରାମର ଏକ କୂଅରେ ଖସିପଡିଛି ହାତୀ । ସ୍ଥାନୀୟ ଜଙ୍ଗଲରେ ଥିବା ଏକ କୂଅରେ ହାତୀ ଛୁଆଟି ପଡି ଯାଇଛି । ସ୍ଥାନୀୟ ଜଙ୍ଗଲ ୬୦ଟିକିଆ ହାତୀପଲ ଥିବା ସୂଚନା ମିଳିଛି । ହାତୀ ଛୁଆ ଦେଖିବା ପାଇଁ କୌଣସି ସାଧାରଣ ଲୋକ ଘଟଣା ସ୍ଥଳକୁ ନ ଯିବାକୁ ବନବିଭାଗ ଓ ପୋଲିସ୍ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ