Sunday, April 12, 2026
31.2 C
Odisha

    ପୁଣି ଧମକ; ୨୪ ଘଣ୍ଟାରେ ପପୁ ଯାଦବଙ୍କୁ କରାଯିବ ହତ୍ୟା

    ଆଗକୁ ପଢନ୍ତୁ

    ବିହାର ଏମପି ପପୁ ଯାଦବଙ୍କୁ ଏବେ ହତ୍ୟା ଧମକ ଦିଆଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ପୁର୍ନିଆ ଏମପି ପପୁ ଯାଦବଙ୍କ ହ୍ବାଟସ ଆପ ନମ୍ବରରେ ଆସିଛି। ବାର୍ତ୍ତାରେ ଏହା ଲେଖା ଅଛି, ‘୨୪ ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମର ସାଥୀମାନଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ରକ୍ଷୀ ବା ଗାର୍ଡମାନେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭାଇ ଏବଂ ତାଙ୍କ ଦଳ ପକ୍ଷରୁ। ପୁର୍ନିୟା ଏମପି ରାଜେଶ ରଂଜନ ଓରଫ ପପୁ ଯାଦବ ତୁମର ଶେଷ ଦିନକୁ ଉପଭୋଗ କରନ୍ତୁ। ଏହି ବାର୍ତ୍ତା ଏମପି ପପୁ ଯାଦବଙ୍କୁ ପାକିସ୍ତାନୀ ନମ୍ବରରୁ ଆସିଛି। ଏହି ବାର୍ତ୍ତା ସହିତ ବିସ୍ଫୋରଣର ଏକ ଭିଡିଓ ମଧ୍ୟ ପଠାଯାଇଛି। ଏଥିରେ ଏକ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ