Saturday, August 8, 2026
24.2 C
Odisha

    ପୁଣି ମହଙ୍ଗା ମାଡ଼, ବଢିଲା ଘରୋଇ ସିଲିଣ୍ଡର ଦାମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍ । ୨୪ କେଜି ସିଲିଣ୍ଡର ରେଟ୍ ୨୯ ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜିଠୁ ଲାଗୁ ହୋଇଛି ନୂଆ ଦର । ରେଟ୍ ବଢିବା ପରେ ଭୁବନେଶ୍ବରରେ ଗ୍ୟାସ ଦାମ ୯୩୯ରୁ ବଢି ୯୬୮ ଟଙ୍କା ହୋଇଛି । ନୂଆଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ବଢି ୯୪୨ ଟଙ୍କା ହୋଇଛି । ଗତ ୩ ମାସ ମଧ୍ୟରେ ଘରୋଇ LPG ଦରରେ ଏହା ଦ୍ବିତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଗତ ମାର୍ଚ୍ଚ ୭ରେ ଏହାର ଦର ୬୦ ଟଙ୍କା ବୃଦ୍ଧି ହୋଇଥିଲା । ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି ।

    ସୂଚନାଯୋଗ୍ୟ, ଗତମାସ ବଢ଼ିଥିଲା କମର୍ସିଆଲ୍ LPG ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର ୯୯୩ ଟଙ୍କାକୁ ବୃଦ୍ଧି ପାଇଥିଲା । ପାଖାପାଖି ୧୦୦୦ ଟଙ୍କାକୁ ବୃଦ୍ଧି ହେଲା LPG ସିଲିଣ୍ଡର । । ଇରାନ ଯୁଦ୍ଧର ପ୍ରଭାବ ଏବେ LPG ଦର ଉପରେ ପ୍ରଭାବ ପଡ଼ିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    91 %
    1.2kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    28 °
    Tue
    30 °

    ସମ୍ବନ୍ଧିତ