Thursday, October 8, 2026
22.2 C
Odisha

    ପୋଷ୍ଟ ଅଫିସରେ ମାଲାମାଲ ଏହି ସ୍କିମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯଦି ଆପଣ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଏବଂ ଏକ ବଡ଼ ଫଣ୍ଡ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ତେବେ ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏଥିରେ ଆପଣଙ୍କୁ କେବଳ ୧୨,୦୦୦ ଟଙ୍କା ଅର୍ଥାତ ମାସିକ ୧୦୦୦ ଟଙ୍କା ନିବେଶ କରିବାକୁ ପଡିବ। ଏଥିସହ ୫ ବର୍ଷ ପରେ ଆପଣଙ୍କୁ ୮ହଜାର ୫୬,୩୮୮ ପର୍ଯ୍ୟନ୍ତ ଟଙ୍କା ପ୍ରାପ୍ତ ହେବ।

    ଏହି ଯୋଜନା କ’ଣ:
    ଏହି ଯୋଜନା ପୋଷ୍ଟ ଅଫିସର ଜାତୀୟ ସଞ୍ଚୟ ପ୍ରମାଣପତ୍ର (National Savings Certificate (NSC) ବା Recurring Deposits (RD) ଭଳି ସ୍କିମରେ ଆଧାରିତ। ଏହି ଯୋଜନାରେ ନିୟମିତ ନିବେଶ କରିବାରେ ଆପନଙ୍କୁ ନିଶ୍‌ଚିତ ସୁଧ ଦର ସହ ମୋଟା ଅଙ୍କର ଟଙ୍କା ପ୍ରାପ୍ତ ହେବ।ମାସକୁ ମାତ୍ର ୧,୦୦୦ ଟଙ୍କା ଡିପୋଜିଟ କରି ଆପଣ ନିଜ ଭବିଷ୍ୟତ ପାଇଁ ସୁରକ୍ଷିତ ଫଣ୍ଡ କରିପାରିବେ। ଏହି ଯୋଜନା ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଦ୍ୱାରା ସମର୍ପିତ, ଏଥିପାଇଁ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ। ବର୍ତ୍ତମାନ ପୋଷ୍ଟ ଅଫିସର ଯୋଜନାଗୁଡିକ ଉପରେ ୭% ରୁ ୮% ପର୍ଯ୍ୟନ୍ତ ସୁଧ ମିଳିଥାଏ। ଆବଶ୍ୟକ ପଡିଲେ ଆପଣ ଜମା ରାଶିକୁ ସମୟ ପୂର୍ବରୁ ବାହାର କରିପାରିବେ। ଏହି ନିବେଶରେ ଆପଣଙ୍କୁ ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସରୁ ମୁକ୍ତି ମିଳିବ।କିପରି କାର୍ଯ୍ୟ କରିଥାଏ ଏହି ଯୋଜନା:
    ନିବେଶ ରାଶି-ବାର୍ଷିକ ୧୨,୦୦୦
    ଅବଧି- ୫ ବର୍ଷ
    ସୁଧ ଦର-୮%(compound interest)

    1 ₹12,000 ₹960 ₹12,960
    2 ₹12,000 ₹2,117 ₹27,077
    3 ₹12,000 ₹3,526 ₹42,603
    4 ₹12,000 ₹5,208 ₹59,811
    5 ₹12,000 ₹7,188 ₹8,56,388

    କିଏ କିଏ ଏହି ସ୍କିମରେ ଆବେଦନ କରିପାରିବେ:
    -ଯେକୌଣସି ଭାରତୀୟ ନାଗରିକ
    -୧୦ ବର୍ଷରୁ ଅଧିକ ବୟସ ଥିବା ଶିଶୁ(ଅଭିଭାବକଙ୍କ ସହ)
    -ସିଙ୍ଗଲ ଏବଂ ଜଏଣ୍ଟ ଆକାଉଣ୍ଟ ଖୋଲିବାର ସୁବିଧା।ଆକାଉଣ୍ଟ କିପରି ଖୋଲିବେ:
    -ଆପଣଙ୍କ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଆନ୍ତୁ।
    -ଆପଣଙ୍କ ଆଧାରକାର୍ଡ, ଏବଂ ପାସପୋର୍ଟ ସାଇଜ ଫଟୋ ସହ।
    -ଖାତା ଖୋଲିବା ପାଇଁ ସର୍ବନିମ୍ନ ୧୦୦ ଟଙ୍କା ଜମା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ