Friday, March 13, 2026
23.4 C
Odisha

    ପ୍ରକାଶ ପାଇଛି ଜେଇ ମେନ୍ ୨୦୨୬ ପରୀକ୍ଷା ଫଳ, ୯୯.୯୬ ପ୍ରତିଶତ ରଖି ରାଜ୍ୟର ତୃତୀୟ ସ୍ଥାନରେ ଆରୀୟସ୍ମନ୍ ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇ ମେନ୍ ୨୦୨୬ ପରୀକ୍ଷା ଫଳ ।  ଏହି ପରୀକ୍ଷାରେ ୯୯.୯୬ ପ୍ରତିଶତ ରଖି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆରୀୟସ୍ମନ୍ ପ୍ରଧାନ । ଏଥିପାଇଁ ଏବେ ଆରୀୟସ୍ମନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।  ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରି ଏଭଳି ସଫଳତା ସେ ହାସଲ କରିଛନ୍ତି । ଏଥିପାଇଁ ନିଜ ପରିବାର ଲୋକ ସହ ନିଜ ଶିକ୍ଷକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଆରୀୟସ୍ମନ୍ ।  ଏହାସହ ମୋବାଇଲ, ସୋସିଆଲ ମିଡ଼ିଆ ଠାରୁ ସମସ୍ତ ପରୀକ୍ଷା ଆଶାୟୀ ନିବୃତ ରୁହନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    20 %
    1.2kmh
    0 %
    Thu
    23 °
    Fri
    38 °
    Sat
    39 °
    Sun
    39 °
    Mon
    38 °

    ସମ୍ବନ୍ଧିତ