Friday, October 2, 2026
25.2 C
Odisha

    ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪

    ଆଗକୁ ପଢନ୍ତୁ

     

    ସମୁଦ୍ରରେ ୦.୩ ରୁ ୧ ମିଟର ଉଚ୍ଚର ଲହରୀ ଆସିବାର ଆଶଙ୍କା ରହିଛି। ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଉତ୍ତର ମାଲୁକୁ ଏବଂ ଉତ୍ତର ସୁଲାୱେସି ପାଇଁ ‘ସତର୍କ’ ସୂଚନା ଜାରି କରିଛନ୍ତି। ମାନାଡୋ ସହରରେ ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି ବା ମୃତାହତର ଖବର ମିଳିନାହିଁ। ଇଣ୍ଡୋନେସିଆ ପାସିଫିକ୍ ରିଙ୍ଗ ଅଫ୍ ଫାୟାରରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଏବଂ ସୁନାମି ଦେଖାଦେଇଥାଏ ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ