Sunday, October 25, 2026
21.5 C
Odisha

    ପ୍ରଜାକୋର୍ଟରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

    ଆଗକୁ ପଢନ୍ତୁ

    ମାଓବାଦୀ ଗ୍ରାମବାସୀ ସମ୍ମୁଖରେ ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି। ଛତିଶଗଡ ବିଜାପୁର ଜିଲ୍ଲା ଜଣ୍ଡାଲାଟରେ ଘଟିଛି ଏପରି ଲୋମହର୍ଷ ଘଟଣା। ପୁଲିସ ଇନଫରର୍ମର ଅଭିଯୋଗ ପରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପ୍ରଜାକୋର୍ଟରେ ମଦଭି ସୁଜା ଏବଂ ପୋଡିୟମ କୋସାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀ। ମାଓବାଦୀ ଗଡ ଭାଙ୍ଗି ଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ପାଇ ଏପରି ଘଟଣା ପ୍ରଥମ ଥର କରିଛନ୍ତି। ଦୁଇ ଜଣକ ଛାତିରେ ପୋଷ୍ଟର ଲଗାଇ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    69 %
    1.7kmh
    0 %
    Sun
    21 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ