Saturday, June 20, 2026
26.6 C
Odisha

    ପ୍ରଥମ ଥର ପାଇଁ ନଡ୍ଡାଙ୍କୁ ଭେଟିଲେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ । ନୂଆପଡ଼ା ଉପନିର୍ବାଚନରେ ବିଜୟ ପରେ ପ୍ରଥମ ଥର ନଡ୍ଡାଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଏକ୍ସରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜାତୀୟ ସଭାପତିଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଆମକୁ ଅଧିକ ଉତ୍ସାହ ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋହନ । ସୌଜନ୍ୟ ମୂଳକ ସାକ୍ଷାତକାଳରେ ଦଳର ବଳିଷ୍ଠ ପ୍ରଦର୍ଶନ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି । ମୋହନ ମାଝୀ ସରକାରର ୧୭ମାସରେ ନୂଆପଡ଼ା ବିଜୟ ସରକାରର ଲୋକପ୍ରିୟତା ଓ ଦଳରେ ମୋହନ ମାଝୀଙ୍କ ପତିଆରା ବୃଦ୍ଧି ଦର୍ଶାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    79 %
    1.5kmh
    100 %
    Fri
    26 °
    Sat
    37 °
    Sun
    31 °
    Mon
    36 °
    Tue
    37 °

    ସମ୍ବନ୍ଧିତ