Thursday, July 9, 2026
28.6 C
Odisha

    ପ୍ରବଳ ଜାଡ଼ରେ ଥରୁଛି ମୟୁରଭଞ୍ଜ, ରେକର୍ଡ କରାଯାଇଛି ତାପମାତ୍ରା

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ପ୍ରବଳ ଜାଡ଼ରେ ଥରୁଛି ମୟୁରଭଞ୍ଜ । ଦୁଇ ଦିନ ହେଲାଣି ମୟୁରଭଞ୍ଜ ଜିଲ୍ଲାରେ -୧° ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି -୨°ଖସିଲା ପାରଦ । କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ଶିମିଳିପାଳ ଏବଂ ପାଦଦେଶର ସହିତ କରଞ୍ଜିଆ, ଶୁକୃଲି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି, ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୨° ଡିଗ୍ରୀ, ଚହଲାରେ ୨° ଗୁଡ଼ିଗୁଡ଼ିଆ ରେ ୧°, ଚହଲା ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି,ଏନେଇ RCCF ପକ୍ଷରୁ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.6 ° C
    28.6 °
    28.6 °
    80 %
    2.3kmh
    100 %
    Thu
    27 °
    Fri
    26 °
    Sat
    23 °
    Sun
    29 °
    Mon
    26 °

    ସମ୍ବନ୍ଧିତ