Wednesday, October 7, 2026
22.1 C
Odisha

    ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର ରିପୋର୍ଟ କରିଥିଲା। ଏହି ଆଫ୍ରିକୀୟ ଦେଶରେ ବନ୍ୟା ପରିସ୍ଥିତି ସାଧାରଣ ଜନ ଜୀବନକୁ ବାଧା ପହଞ୍ଚାଇଛି। ବନ୍ୟା ଯୋଗୁଁ ବହୁ ସଂଖ୍ୟକ ଲୋକ ବାସହୀନ ହୋଇପଡ଼ିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ