Saturday, October 24, 2026
21.5 C
Odisha

    ଫଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

    ଆଗକୁ ପଢନ୍ତୁ

    ବଲାଙ୍ଗିର : ବଲାଙ୍ଗିର ସହର ଫଳ ବଜାରରେ ଅଗ୍ନିକାଣ୍ଡ । ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ । ଆଖି ପିଛୁଳାକେ ସାରା ଫଳ ବଜାର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ l ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ର ପ୍ରୟାସ ଜାରି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    71 %
    1.5kmh
    46 %
    Fri
    21 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ