Saturday, April 4, 2026
29.7 C
Odisha

    ଫେରି ଯାଉଛି ମୋ ଗାଁକୁ, ପୁଣି ଦେଖାହେବ ଆଗାମୀ କୁମ୍ଭମେଳାରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳାରେ ମାଳା ବିକ୍ରି କରୁଥିବା ମନୋଲିସା ତାଙ୍କ ଆଖି ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରରେ ଅଛନ୍ତି। ଏହି କ୍ରମରେ ଖବର ମିଳିଛି କି ସେ ତାଙ୍କ ବାସସ୍ଥାନ ମଧ୍ୟପ୍ରଦେଶର ମହେଶ୍ବରସ୍ଥିତ ଗାଁରେ ପହଞ୍ଚି ଯାଇଛନ୍ତି। ମହାକୁମ୍ଭ ମେଳା ଶେଷ ହୋଇ ନଥିବା ବେଳେ ମନୋଲିସା ନିଜର ସୁରକ୍ଷା ପାଇଁ ପୈତୃକ ଗ୍ରାମକୁ ଫେରି ଯାଇଛନ୍ତି। ଲୋକେ ଭିଡ଼ ଜମାଉଛନ୍ତି ସତ କିନ୍ତୁ ମାଳା ନେବା ପାଇଁ ନୁହେଁ ଫଟୋ ଓ ଭିଡିଓ କରିବା ପାଇଁ। ଏଥିପାଇଁ ମୋ ପରିବାରକୁ କ୍ଷତି ସହିବାକୁ ପଡ଼ୁଛି। ବାପା, ମା’, ଭାଇ ଓ ଭଉଣୀ ମାଳା ବିକ୍ରି କରି ପାରୁ ନାହାନ୍ତି। ଯେଉଁପାଇଁ ଆର୍ଥିକ ସଙ୍କଟ ଦେଖା ଦେଇପାରେ।ଭଗବାନ ଚାହିଁଲେ ଆଗାମୀ କୁମ୍ଭମେଳାରେ ପୁଣି ଏକାଠି ହେବା। ପ୍ରୟାଗରାଜରେ ମହାକୁମ୍ଭରେ ମୋତେ ଦେଇଥିବା ସ୍ନେହ ଓ ଭଲ ପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନେ ସମସ୍ତେ ନିଜନିଜର ଯତ୍ନ ନେବେ। ମୋତେ ଯେମିତି ଭଲ ପାଉଥିଲେ ସେମିତି ଭଲ ପାଇବା ଦେଉଥିବେ। ମୋ ଭିଡିଓ ଦେଖୁଥିବେ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ