Saturday, August 22, 2026
24.2 C
Odisha

    ବଜ୍ରାଘାତରେ ଭାଙ୍ଗିଲା ମହିମା ଗାଦିର ଦଧିନଉତି

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ବଜ୍ରାଘାତରେ ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି । ତେବେ ଯୋରନ୍ଦା ମହିମାଗାଦିରେ ବିଶ୍ଵ ପ୍ରସିଦ୍ଧ ମାଘମେଳା ଆରମ୍ଭ ଚଳିତବର୍ଷ ଫେବୃଆରୀ ୧୧ ରେ ହୋଇଥିଲା । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିଥିଲେ । ଏଥିଲାଗି ବ୍ୟାପକ ପ୍ରସ୍ତୁତି ହୋଇଥିଲା ।

    ଏହି ପବିତ୍ର ସ୍ଥାନକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିମା ସାଧୁମାନେ ଗାଦିରେ ବସିଥିଲେ । ମାଘ ଶୁକ୍ଳ ଚତୁର୍ଦଶୀ ଏବଂ ପୂର୍ଣ୍ଣମୀ ଦୁଇ ଦିନ ଧରି ଗାଦି ମନ୍ଦିରର ଚାରି ମୁଖଶାଳାରେ ବୃହତ୍ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା । ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମା ଗାଦିରେ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.3kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ