Tuesday, October 6, 2026
28.6 C
Odisha

    ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣରେ ବଡ଼ ସଂଯୋଗ, ଆକାଶରେ ଦେଖାଯିବ ବ୍ଲଡ୍ ମୁନ୍

    ଆଗକୁ ପଢନ୍ତୁ

    ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣରେ ବଡ଼ ସଂଯୋଗ ।  ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ । ଦୋଳ ପୂର୍ଣ୍ଣିମାରେ ପଡ଼ୁଛି ଗ୍ରହଣ ।  ଦେଖିବାକୁ ମିଳିବ ବ୍ଲଡ୍ ମୁନ୍ । ଏହାର ପ୍ରଭାବ ହୋଲି ଓ ନୀତିକାନ୍ତି ଉପରେ ରହିବ । ​ ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ ସହ ଗ୍ରହଣ ପାଇଁ ବଦଳିବ ଦୋଳ ଯାତ୍ରା ସମୟ ।  ଏହି ମହାଜାଗତିକ ଘଟଣାକୁ ନେଇ ଜ୍ୟୋତିର୍ବିଦ୍ ବିଭିନ୍ନ ଆକଳନ କରୁଛନ୍ତି ।  ଆସନ୍ତୁ ଦେଖିବା ଗ୍ରହଣ ସମୟ କଣ ରହିବ ଏବଂ ପାକତ୍ୟାଗ ବିଧି କେତେବେଳେ ଆରମ୍ଭ ହେବ।

     

    • ଗ୍ରହଣର ସମୁଦାୟ ଅବଧି ପ୍ରାୟ ୩ ଘଣ୍ଟା ୨୭ ମିନିଟ
    • ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ ସହ ଗ୍ରହଣ ପାଇଁ ବଦଳିବ ଦୋଳ ଯାତ୍ରା ସମୟ
    • ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ହେବ ପାକ ତ୍ୟାଗ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ