Sunday, October 18, 2026
24.8 C
Odisha

    ବାଂଲାଦେଶ ସହିତ ମିଶି ଷଡଯନ୍ତ୍ର କରୁଛି ପାକିସ୍ତାନ

    ଆଗକୁ ପଢନ୍ତୁ

    ବାଂଲାଦେଶରେ ରାଜନୈତିକ ସ୍ଥିରତା ମଧ୍ୟ ଭାରତ ଉପରେ ପ୍ରଭାବ ପକାଉଛି। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। କିନ୍ତୁ ବାଂଲାଦେଶରେ ଭାରତ ବିରୋଧରେ ଭାବନା ବୃଦ୍ଧି ପାଉଛି। ପାକିସ୍ତାନ ଏବେ ଏହାର ଖୋଲାଖୋଲି ଭାବେ ଲାଭ ଉଠାଇବା ଆରମ୍ଭ କରିଛି। ପାକିସ୍ତାନ ବର୍ତ୍ତମାନ ବାଂଲାଦେଶ ସହାୟତାରେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ଏହାର ଏକ ନୂଆ ଉଦାହରଣ ଆସିଛି। ଦକ୍ଷିଣ ଏସିଆରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ସେ ପ୍ରତ୍ୟେକ ପଦକ୍ଷେପ ନେବାକୁ ଚେଷ୍ଟା କରୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ପାକିସ୍ତାନ ଏବଂ ବାଂଲାଦେଶ ଶୁକ୍ରବାର ସହମତ ହୋଇଛନ୍ତି ଯେ ଉଭୟ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପାକିସ୍ତାନ ସରକାର ଏହା ପୂର୍ବରୁ ଅଗଷ୍ଟରେ ବ୍ୟାପକ ବିରୋଧ ମଧ୍ୟରେ ହାସିନାଙ୍କ ସରକାର ଖସିବା ପରେ ବାଂଲାଦେଶବାସୀଙ୍କ ସହ ଏକତା ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ