Monday, March 23, 2026
20.3 C
Odisha

    ବାଇକ ଚାଳକଙ୍କୁ ଚାପିଦେଲ ଆମ ବସ୍ , ଘଟଣାସ୍ଥଳରେ ଯୁବକ ମୃତ

    ଆଗକୁ ପଢନ୍ତୁ

    କଟକ : ବାଇକ ଚାଳକଙ୍କୁ ଚାପିଦେଲ ଆମ ବସ୍ । ଘଟଣାସ୍ଥଳରେ ଯୁବକ ମୃତ । ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ଅଘଟଣ । ଉତ୍ୟକ୍ତ ଲୋକେ କଲେ ବସ ଭଙ୍ଗାରୁଜା । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଖବର ଅନୁସାରେ ଯୁବକ ଜଣକ ଭୁବନେଶ୍ୱର ପଟୁ କଟକ ଅଭିମୁଖେ ଯାଉଥିଲେ । ୧୮ ନଂ ରୁଟ ଆମ ବସ୍ ଧକ୍କାରେ ଏଭଳି ଦୂର୍ଘଟଣା ହୋଇଛି । ଆମ ବସ୍ ଟି ବାଇକକୁ ଧକ୍କା ଦେଇ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା । ମୃତ ଯୁବକ ଜଣକ ହେଲେ ଶୁଭେନ୍ଦୁ ପରିଡ଼ା । ତାଙ୍କ ପିତାଙ୍କ ନାମ ଶୁଭେନ୍ଦୁ ପରିଡ଼ା । ସେ କଟକ ରାଣୀହାଟ ବେହେରା ସାହି ଅଞ୍ଚଳରେ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ