Monday, September 28, 2026
30.3 C
Odisha

    ବାଛୁରୀ ପାଟିରେ ବୋମା ବିସ୍ଫୋରଣ

    ଆଗକୁ ପଢନ୍ତୁ

    ଆନନ୍ଦପୁର : ବାଛୁରୀ ପାଟିରେ ବୋମା ବିସ୍ଫୋରଣ । ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ବାଛୁରୀ ଗୁରୁତର । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କୋଳିମାଟି ପଞ୍ଚାୟତ ଦରଖୋଳା ଗାଁରେ ଅଘଟଣ ଘଟିଛି । ବାରହା ଶିକାର ପାଇଁ ଖାଦ୍ୟ ଭିତରେ ବୋମା ଖଞ୍ଜିଥିଲେ ଦୁର୍ବୃତ୍ତ । ବାଛୁରୀ ଖାଦ୍ୟ ଭାବି ଖାଇବା ବେଳେ ବୋମା ଫୁଟିଥିଲା । ମୁହଁରେ ବୋମା ଫୁଟିବାରୁ ଅବସ୍ଥା ଗୁରୁତର ରହିଛି । ବୋମା ଖଞ୍ଜିଥିବା ବ୍ୟକ୍ତି ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ