Sunday, September 13, 2026
23 C
Odisha

    ବାଣ ବିସ୍ଫୋରଣରେ ଜଳିଗଲା ୩ ବଖରା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ବାଣ ବିସ୍ଫୋରଣରେ ଜଳିଗଲା ୩ ବଖରା । ଏଥିସହ ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଓସ୍ତର ଗ୍ରାମରେ । ବିଳାସି ମଲ୍ଲିକ ନାମକ ବୃଦ୍ଧା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁର ଆନ୍ଦିକନ୍ଦ ମଲ୍ଲିକ ବାଣ ତିଆରି କରି ଘରେ ରଖିଥିବା ବେଳେ ଆଜି ଅପରାହ୍ଣରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହୀନି ପହଁଚି ନିଆଁ ଲିଭାଇଛନ୍ତି। ବାଣ ବିସ୍ଫୋରଣ ପାଇଁ ନିଆଁ ଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ