Saturday, April 11, 2026
27.5 C
Odisha

    ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ଆଜି ସଂଧ୍ୟା ୫ଟା ସୁଦ୍ଧା ଲୋକଙ୍କ ସ୍ଥାନାନ୍ତର ଶେଷ : ରାଜସ୍ବ ମନ୍ତ୍ରୀ

    ଆଗକୁ ପଢନ୍ତୁ

     

    ଜଙ୍ଗଲ ଏବଂ ବିଦ୍ୟୁତ୍ ବିଭାଗକୁ ଭଙ୍ଗାରୁଜା ସଫା କରିବା ଓ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବା ପାଇଁ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରଖାଯାଇଛି। ଉପକୂଳବର୍ତ୍ତୀ ହୋଟେଲଗୁଡ଼ିକୁ ଚାରି ଦିନ ପାଇଁ ପର୍ଯ୍ୟଟକଙ୍କ ଗତିବିଧିକୁ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ