Saturday, October 10, 2026
29.2 C
Odisha

    ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ବାରିପଦା   :   ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ।  ଦୁଇଟି ଦୋକାନରେ ଲାଗିଛି ନିଆଁ । ଗୋଟିଏ ଇଲେକ୍ଟ୍ରି ଦୋକାନ ଓ ଗୋଟିଏ ଲୁଗା ଦୋକାନ ହୁତୁହୁତୁ ହୋଇ ଜଳୁଛି । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ  ହୋଇଛନ୍ତି । ଦୀର୍ଘ ୨ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ସମଗ୍ର ଅଞ୍ଚଳ ଧୁଆଁ ମୟ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଦୋକାନ ସବୁ ବନ୍ଦ ଥିବା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥାଏ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ