Saturday, December 20, 2025
12 C
Odisha

    ବାଲିଯାତ୍ରାରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    କଟକ  :   ଆଜି ଥିଲା କଟକ ବାଲିଯାତ୍ରାର ଦ୍ୱିତୀୟ ଦିନ । ଏବର୍ଷ ନଭେମ୍ବର ୫ ରୁ ବାଲିଯାତ୍ରା ଆରମ୍ଭ ହୋଇ ୧୨ ରେ ଶେଷ ହେବ । କିନ୍ତୁ ,ଆଜି ବୈଷ୍ଣବ ପାଣି ମଞ୍ଚରେ ବିଦୁତ୍ ତାରରୁ ନିଆଁ ବାହାରିଥିଲା । ଏହା ଦେଖି ସଙ୍ଗେସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଏକ ବଡ ଅଘଟଣରୁ ବଞ୍ଚିଯିବା ନେଇ ,ସ୍ଥାନୀୟ ମହଲରେ ଚର୍ଚା ହଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12 ° C
    12 °
    12 °
    51 %
    1.4kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    28 °
    Wed
    27 °

    ସମ୍ବନ୍ଧିତ