Friday, October 9, 2026
29 C
Odisha

    ବାସ୍ତୁ ଅନୁସାରେ ଘର ସମ୍ମୁଖରେ ଅଶୋକ ଗଛ ଲଗାଇବା ଶୁଭ ନା ଅଶୁଭ

    ଆଗକୁ ପଢନ୍ତୁ

    ଆମେ ଘର ସାମ୍ନାରେ ଘରର ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଗଛ ଲଗାଇଥାଉ।ଯେପରିକି ଫୁଲ, ଫଳ ଏବଂ ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ସେମିତି ଘର ସାମ୍ନାରେ ଅଶୋକ ଗଛ ରହିବା ବା ଲଗାଇବା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା : –

    ବାସ୍ତୁ ଅନୁସାରେ ଘର ସାମ୍ନାରେ ଅଶୋକ ଗଛ ଥିବା ନଚେତ ଲଗାଇବା ବହୁତ ଶୁଭ।  କାରଣ ଏହି ଗଛ ସକରାତ୍ମକ ଉର୍ଜା ଆଣିଥାଏ। ଏଥିସହ ଏହି ଗଛ ସୁଖ, ସମୃଦ୍ଧି ଏବଂ ଖୁସିର ପ୍ରତୀକ। ତେବେ ଯଦି ଏହାର ଦିଗ ଠିକ୍‌ ଥାଏ ତେବେ ହିଁ ଏହାର ଲାଭ ମିଳିଥାଏ।

    ବାସ୍ତୁ ଅନୁସାରେ ଅଶୋକ ଗଛକୁ ଘରର ଉତ୍ତର ଦିଗରେ ଲଗାଇବା ବେଶ ଶୁଭ ହୋଇଥାଏ। ଏହାକୁ ଲଗାଇଲେ ଘରେ ନକରାତ୍ମକ ଉର୍ଜା ବାସ କରିପାରି ନ ଥାଏ ଏବଂ ଘରକୁ ସୁଖ ଶାନ୍ତି ଫେରିଆସେ।
    ଏହାଦ୍ଵାରା ଘର ଧାନଧାନ୍ୟରେ ପୁରି ଉଠେ। ଏହି ଦିଗରେ ଗଛ ରହିଲେ ମାନସିକ ଦୁଶ୍ଚିନ୍ତା ଦୂର ହେବାରେ ସହାୟକ ହୋଇଥାଏ।
    ଏହି ଗଛର ପତ୍ରକୁ ମାଂଗଳିକ କାର୍ଯ୍ୟରେ ପ୍ରୟୋଗ କରାଯାଇଥାଏ।   ତେଣୁ ଆପଣମାନେବି ଆପଣଙ୍କ ଘରର ଉତ୍ତର ଦିଗରେ ଅଶୋକ ଗଛ ଲଗାନ୍ତୁ। ପରିବାରର ମଙ୍ଗଳ ହେବ।
    ” alt=”” aria-hidden=”true” />” alt=”” aria-hidden=”true” />An IISc. team has reported finding an anti-cancer compound in the tree.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ