Thursday, March 19, 2026
20.8 C
Odisha

    ବିଜେଡ଼ିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର

    ଆଗକୁ ପଢନ୍ତୁ

    ବିଜେଡିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ