Wednesday, April 1, 2026
25.1 C
Odisha

    ବିଜେଡି ପଦ ଛାଡିଲେ ଦେବାଶିଷ ସାମନ୍ତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ। ସିନିୟର ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ଆଜି ଦେବାଶିଷ  ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇଛନ୍ତି।  ଏହା ବିଜେଡିରେ  ହଲଚଲ ସୃଷ୍ଟି କରିଛି  ଏବଂ ବିଜେଡି ପାଇଁ ଦୁଃଖର ବିଷୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ