Saturday, October 10, 2026
24.4 C
Odisha

    ବିଜେପିରେ ମିଶିଲେ ଭୂପେନ ବୋରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କଂଗ୍ରେସକୁ ବଡ଼ ଝଟ୍‌କା। ଭାରତୀୟ ଜନତା ପାର୍ଟିରେ ମିଶିଲେ ଭୂପେନ ବୋରା। ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆସାମ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଥିଲେ ଭୂପେନ ବୋରା। ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ସେ ଆସାମ କଂଗ୍ରେସର ସଭାପତି ଥିଲେ। ଫେବୃଆରୀ ୧୬ ତାରିଖରେ ଭୂପେନ୍ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ସେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ