Thursday, May 21, 2026
30.1 C
Odisha

    ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପତ୍ନୀଙ୍କ କାର ଜୋରି ହୋଇଯାଇଛି । ଜଣାପଡ଼ିଛି ଯେ, ନଡ୍ଡାଙ୍କ ଡ୍ରାଇଭର କାରକୁ ସର୍ଭିସ କରିବା ପାଇଁ ଦିଲ୍ଲୀର ଗୋବିନ୍ଦପୁରୀ ଯାଇଥିଲେ । ମାତ୍ର ମାର୍ଚ୍ଚ ୧୯ରେ ସର୍ଭିସ ସେଣ୍ଟରରୁ ଫଚ୍ୟୁନ କାରଟି ଚୋରି ହୋଇଯାଇଥିଲା । ଏନେଇ ଡ୍ରାଇଭରଙ୍କ ଅଭିଯୋଗ ଆଧାରରେ ପୋଲିସର ଏକ ଏଫଆଇଆର ଦାୟର କରାଯାଇଛି । ପୋଲିସ ଏବେ ଚୋରି ହୋଇଥିବା କାରର ସନ୍ଧାନ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.1 ° C
    30.1 °
    30.1 °
    21 %
    1.4kmh
    18 %
    Wed
    30 °
    Thu
    44 °
    Fri
    46 °
    Sat
    46 °
    Sun
    45 °

    ସମ୍ବନ୍ଧିତ