Sunday, August 16, 2026
24.2 C
Odisha

    ବିବାହ ପୂର୍ବରୁ ଜୀବନ ହାରିଦେଲେ ଶିରିଶ ମହାରାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଗଦଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜଙ୍କ ୧୧ତମ ବଂଶଜ ଶିରିଶ ମହାରାଜ ମୌର ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେ ଏଭଳି ଏକ ପଦକ୍ଷେପ ଆର୍ଥିକ ବାଧା ପାଇଁ ନେଇଥିବା ମହାରାଜଙ୍କର ସମ୍ପର୍କୀୟମାନଙ୍କ ପକ୍ଷରୁ ପ୍ରକାଶ ପାଇଛି। ଶିରିଶ ମହାରାଜଙ୍କ ମୃତ୍ୟୁ ପରେ ପୁଲିସ  ଘରୁ ମୃତଦେହ ଉଦ୍ଧାର କରିବା ସହିତ ସୁସାଇଡ଼ ନୋଟ ଜବତ କରିଛି।

    ସୂଚନାଯୋଗ୍ୟ, ଦେହରୋଡ଼ ପୁଲିସ ଶିରିଶଙ୍କ ଜୀବନ ହାରିବା ଘଟଣାର ଯାଞ୍ଚ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ, ‘ଶିରିଶ ମହାରାଜ ରାତିରେ ଖାଇପିଇ ତାଙ୍କ କୋଠରିକୁ ଶୋଇବାକୁ ଯାଇଥିଲେ। ସକାଳେ ଯେତେବେଳେ ତାଙ୍କ ପରିବାରଲୋକ ଉଠାଇବାକୁ ଯାଇଥି‌ଲେ ଶିରିଶ ଆଉ ଉଠି ନଥିଲେ। ତେଣୁ ବାଧ୍ୟ ହୋଇ ପରିବାରଲୋକ କବାଟ ଭାଙ୍ଗି ଦେଇ ଦେଇଥିଲେ।

    ଭିତରକୁ ଯିବା ପରେ ଶିରିଶ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    94 %
    3kmh
    100 %
    Sun
    25 °
    Mon
    24 °
    Tue
    26 °
    Wed
    30 °
    Thu
    29 °

    ସମ୍ବନ୍ଧିତ