Thursday, October 29, 2026
22.3 C
Odisha

    ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର

    ଆଗକୁ ପଢନ୍ତୁ

    ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା ।

    ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତର ସୁରେନ୍ଦ୍ର ବନ୍ଧଙ୍କ ୩ ବର୍ଷର ଯାଆଁଳା ପୁଅଙ୍କ ମଧ୍ୟରୁ ଜଣଙ୍କରର ମୃତ୍ୟୁ ହେଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାକୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଗୁରୁତରଙ୍କ ମଧ୍ୟରେ ମା କନକଲତା ଓ ଝିଅ ଲକ୍ଷ୍ମୀ ବନ୍ଧ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    22.3 ° C
    22.3 °
    22.3 °
    96 %
    3.5kmh
    100 %
    Wed
    22 °
    Thu
    23 °
    Fri
    27 °
    Sat
    28 °
    Sun
    27 °

    ସମ୍ବନ୍ଧିତ