ମେ ୧୫ ଅର୍ଥାତ ଆଜି ବୁଧ ଏବଂ ସୂର୍ଯ୍ୟ ବୃଷ ରାଶିରେ ସଂଯୋଗ କରିବେ । ଯାହା ବୁଧାଦିତ୍ୟ ଯୋଗ ସୃଷ୍ଟି କରିବ । ଏହି ସଂଯୋଗ ମେ ୨୯ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ୧୬ ତାରିଖରେ ଶନି ଜୟନ୍ତୀରୁ ଆରମ୍ଭ ହେବ । ଏହି ଯୋଗ ୪ଟି ରାଶି ପାଇଁ ଖୁବ୍ ଲାଭ ଆଣିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବ । ତେବେ ଆସନ୍ତୁ ସେହି ରାଶି ସମ୍ପର୍କରେ ଜାଣିବା ।
ମିଥୁନ ରାଶି : ଶନି ଜୟନ୍ତୀରେ ମିଥୁନ ରାଶିର ଭାଗ୍ୟ ଚମକିବ । ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କର ବ୍ୟବସାୟରେ ପ୍ରଚୁର ଲାଭ ଆଣିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟବସାୟରେ ମଧ୍ୟ ଉନ୍ନତି ଆସିବ ।
ସିଂହ ରାଶି : ଏହି ଯୋଗ ଚାଲିଥିବା ସମୟରେ ବଡ଼ ଚୂଡାନ୍ତ ହୋଇପାରେ । ହଠାତ୍ ଆର୍ଥିକ ଲାଭ ହେବ । ପଡ଼ି ରହିଥିବା କାମ ଶେଷ ହେବ । ନିବେଶରୁ ମଧ୍ୟ ଭଲ ଲାଭ ହେବ ।
କନ୍ୟା ରାଶି : କନ୍ୟା ରାଶିଙ୍କ ପାଇଁ ଏହି ସଂଯୋଗ ଖୁବ୍ ଭଲ ବୋଲି ପ୍ରମାଣିତ ହେବ । ଯାହା ଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ ହେବ । ଏକ ଲାଭଦାୟକ ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ପୁରୁଣା ନିବେଶରୁ ଯଥେଷ୍ଟ ଲାଭ ମିଳିବ। ନୂତନ ଚାକିରି ପାଇବାର ସମ୍ଭାବନା ମଧ୍ୟ ଅଛି । ପୁରୁଣା ଋଣରୁ ମଧ୍ୟ ମୁକ୍ତି ମିଳିବ । ବିଦେଶ ସମ୍ପର୍କିତ କାମରୁ ଖୁବ୍ ଲାଭ ମିଳିବ ।
କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ସାବ୍ୟସ୍ତ ହେବ । ବ୍ୟବସାୟରେ ସଫଳତା ପାଇବେ । ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିପାରନ୍ତି । ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାରେ ବହୁତ ଲାଭ ହେବ ।
