Monday, August 24, 2026
27.4 C
Odisha

    ବୃଦ୍ଧାଙ୍କୁ ଝୁଣି ଖାଇଗଲେ କୁକୁର

    ଆଗକୁ ପଢନ୍ତୁ

    ଜଳେଶ୍ବର: ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ଗାଁରେ । ମୃତ ବୃଦ୍ଧା ହେଲେ ଜୟରାମପୁର ଗାଁର ବାସନ୍ତୀ ସାହୁ । କାର୍ତ୍ତିକ ବ୍ରତ ପାଇଁ ପରିବାର ଲୋକେ ପୁଜାର୍ଚ୍ଚନା କରିବା ପାଇଁ ଯାଇଥିବା ବେଳେ ଘରେ ବାସନ୍ତୀ ଏକା ଥିଲେ। ଏକା ଥିବା ବେଳେ ବୁଲା କୁକୁର ପଲ ଆକ୍ରମଣ କରିଥିଲେ। ବାସନ୍ତୀଙ୍କୁ ଝୁଣି ଝୁଣି ମାରିବା ସହିତ ଦେହକୁ ଖାଇଯାଇଛନ୍ତି କୁକୁର ପଲ । ସ୍ଥାନୀୟ ଲୋକେ ପହଞ୍ଚି କୁକୁର ପଲକୁ ଘଉଡ଼ାଇବା ସହିତ ଗୋଟିଏ କୁକୁରକୁ ମାରିଦେଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ