Wednesday, March 18, 2026
19.7 C
Odisha

    ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ଅନେକ ମାମଲାରେ ସମ୍ପୃକ୍ତ ଥିବା ସହ ନିମଖଣ୍ଡି ଥାନା ଲୁଟ ଘଟଣାରେ ଥିଲା ସମ୍ପୃକ୍ତ । ତେବେ ଆହତ ଅପରଧିକୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।

    ସୂଚନାଅନୁସାରେ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସ ଏନକାଉଣ୍ଟର କରିଥିଲା। ସୁନୀଲ ନାହକ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ ଗୁଳି ଚଳାଇଥିଲା । ଫଳରେ ସୁନୀଲର ବାମ ଗୋଡରେ ଗୁଳି ବାଜିବାରୁ ଆହତ ହୋଇଥିଲା । ଏବଂ ସେସମୟରେ ତାକୁ କାବୁ କରିଥିଲା ପୋଲିସ। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି । ହତ୍ୟା, ରାହାଜାନି, ବୋମାମାଡ ଭଳି ବିଭିନ୍ନ ମାମଲା ସୁନୀଲ ନାଁରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    80 %
    2.9kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ