Friday, September 11, 2026
23.5 C
Odisha

    ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

    ଆଗକୁ ପଢନ୍ତୁ

     

    ପରେ ପ୍ରେମ ଦୁନିଆରେ ଦୁହେଁ ଭାସିଲେ । ନିଜ ଋଣ ଭାରରୁ ମୁକ୍ତ ହୋଇ ନୂଆ ଜୀବନ ବିତାଇବା ପାଇଁ ଚାହିଁଥିଲା କାଳୁ। ସେପଟେ ଦାଦା ସମ୍ପତ୍ତି ନେଇଯାଉଥିବାର ସନ୍ଦେହ କରି ଦାଦା ଉପରେ ରାଗ ସୁଝାଇବାକୁ ଚାହୁଁଥିଲା ନିବେଦିତା। ଏହାସହ ଦାଦା ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିଲେ । ଏଣୁ ସେହି ରାଗ ବି ଥିଲା ନିବେଦିତା । ଏଥିପାଇଁ ଦୁହେଁ ରଚିଥିଲେ ଷଡ଼ଯନ୍ତ୍ର । କିନ୍ତୁ ସୁନା ଅଣ୍ଡା ମିଳିବା ପୂର୍ଵରୁ କୁକୁଡ଼ା ମରିଗଲା ଆଉ ସବୁ ଯୋଜନା ଫସର ଫାଟିଗଲା ।

     

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    98 %
    1.2kmh
    100 %
    Fri
    26 °
    Sat
    27 °
    Sun
    28 °
    Mon
    31 °
    Tue
    31 °

    ସମ୍ବନ୍ଧିତ