Thursday, April 2, 2026
37.1 C
Odisha

    ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ

    ଆଗକୁ ପଢନ୍ତୁ

    ମାଲକାନଗିରି  : ପୁଣିଥରେ ଏକ ବଡ ଧରଣର ବସ ଦୁର୍ଘଟଣା। ଏହି ଦୁର୍ଘଟଣାଟି ଘଟିଛି ମାଲକାନଗିରିର ବିଜା ଘାଟିରେ। ବସରେ 50ରୁ ଅଧିକ ଯାତ୍ରୀ ରହିଥିବାବେଳେ ନିଜର ଭାରସାମ୍ୟ ହରାଇ ଓଲଟିଲା ବସ। ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରୁଥିଲା ଏହି ବାଲାଜୀ ବସ। ସେହି ସମୟରେ ଘଟିଗଲା ଏଭଳି ଦୁର୍ଘଟଣା।

    50ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣା ଯୋଗୁଁ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଥିମଧ୍ୟରୁ ଅନେକ ଆହତ ହୋଇଥିବା ଯାତ୍ରୀଙ୍କୁ ମାଲକାନଗିରି ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ