Friday, September 11, 2026
27.3 C
Odisha

    ଭାରସାମ୍ୟ ହରାଇ ବ୍ରିଜ ଉପରକୁ ଚଢ଼ିଲା ବସ, ୧୫ ରୁ ଅଧିକ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି  : ସଡକ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ଏମିତି ଅଘଟଣ ହୋଇଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ଠାରେ ।. ଭାରସାମ୍ୟ ହରାଇ ବ୍ରିଜ ଉପରକୁ ଚଢ଼ିଯାଇଛି ଏକ ବସ । ଫଳରେ ଏଥିରେ ଥିବା ୧୫ ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଗୋବିନ୍ଦପାଲି ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୟପୁରରୁ ଚିତ୍ରକୋଣ୍ଡା କୁ ଆସୁଥିବା ବେଳେ ଗୋବିନ୍ଦପାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତ ଆହାତଙ୍କୁ ମାଥିଲି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ବେଳକୁ ଗୁରୁତରଙ୍କୁ ମାଲକାନଗିରି ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ