Monday, September 28, 2026
30.3 C
Odisha

    ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୩ ଆରଆଇଙ୍କୁ ପଚରାଉଚରା କରୁଛି ଟିମ୍

    ଆଗକୁ ପଢନ୍ତୁ

    ଭଞ୍ଜନଗର : ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଫାଇନ ଆଦାୟ ବେଳେ ଚଞ୍ଚକତା କରି ଧରାପଡ଼ିଲେ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ତହସିଲର ଅତିରିକ୍ତ ତହସିଲଦାର କବିରାଜ ସେଠୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବାଲି ଗାଡ଼ିରୁ ୪୦ ହଜାର ଟଙ୍କା ଫାଇନ୍ ଆଦାୟ କରିବା ବାବଦରେ ଚଞ୍ଚକତା କରିଥିଲେ। ଏହି ଘଟଣାରେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ବେଲଗୁଣ୍ଠା ବ୍ଳକର ୩ ଜଣ ଆରଆଇଙ୍କୁ ମଧ୍ୟ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ । ଏହି ଘଟଣାରେ ସଂପୃକ୍ତି ନେଇ ସେମାନଙ୍କୁ ପଚରାଉଚରା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ