Thursday, April 2, 2026
37.1 C
Odisha

    ଭିଜିଲାନ୍ସ ପଞ୍ଝାରେ ବଡ଼ଚଣା ବ୍ଲକ ପଶୁସମ୍ପଦ କର୍ମଚାରୀ

    ଆଗକୁ ପଢନ୍ତୁ

    କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ କର୍ମଚାରୀ । କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ । ବ୍ଲକ ଭେଟେନାରୀ ଅଫିସ କାର୍ଯ୍ୟକ୍ରମ ସହାୟକ ଶୁଭାଶିଷ ସାମଲ। କୁକୁଡ଼ା ଚାଷ ସ୍କିମ ପ୍ରଥମ ପର୍ଯ୍ୟାୟ ସବସିଡ଼ି ୨ ଲକ୍ଷ ୧୬ ହଜାର ରିଲିଜ ପାଇଁ ନେଉଥିଲେ ଏହି ଲାଞ୍ଚ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ସବସିଡ଼ି ପାଇଥାନ୍ତେ ହିତାଧିକାରୀ । ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ଟ୍ରାପ ପରେ ଶୁଭାଶିଷ ସାମଲଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ