Monday, September 21, 2026
24 C
Odisha

    ଭିମସାର କର୍କଟ ୱାର୍ଡରେ ବିଦ୍ୟୁତ ବିଭ୍ରାଟ, ମୋବାଇଲ ଆଲୁଅରେ କେମୋ ଥେରାପି

    ଆଗକୁ ପଢନ୍ତୁ

    ବୁର୍ଲା: ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା।ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ କୌଣସି ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର.ଲାଲମୋହନ ନାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ