Thursday, April 23, 2026
34 C
Odisha

    ଭୁବନେଶ୍ବର ଭିଏସଏସ ନଗରରେ ଖୋଲିବ NIA ଏସପି ଅଫିସ, ବିଜ୍ଞପ୍ତି ଜାରି କଲା ରାଜ୍ୟ ଗୃହ ମନ୍ତ୍ରାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର :  ଭୁବନେଶ୍ବରରେ ଖୋଲିବ NIA ଏସପି ଅଫିସ ।  ଭୁବନେଶ୍ବରରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏର ଏସପି କାର୍ଯ୍ୟାଳୟ ଖୋଲିବ ।  ଭିଏସଏସ ନଗର ରିଜିଅନାଲ ଟେଲିକମ ଟ୍ରେନିଂ ସେଣ୍ଟରରେ ଅଫିସ କାର୍ଯ୍ୟ କରିବ ।  ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

    ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ ।  ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ ।  କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ।

    ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେ ସଂପର୍କରେ ତଦନ୍ତ କରିପାରେ NIA। ଓଡ଼ିଶାରେ NIA ଅଫିସ ହେଲେ ଓଡ଼ିଶା ପୋଲିସ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ସମନ୍ବୟ ରକ୍ଷା ହେବ ।  ଜାତୀୟ ସୁରକ୍ଷା ପ୍ରସଙ୍ଗରେ ତଥ୍ୟ ବିନିମୟ ଓ ମିଳିତ ଅପରେସନ ତ୍ବରାନିତ ହୋଈପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34 ° C
    34 °
    34 °
    11 %
    1.7kmh
    16 %
    Thu
    36 °
    Fri
    43 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ