Tuesday, June 16, 2026
27.7 C
Odisha

    ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲା‌ଇବେ ଓଡ଼ିଶା ସରକାର। ଏଥିଲାଗି ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ଚଳାଚଳ କରିବ। ଏହି ସତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ରେଳ ଷ୍ଟେସନରେ ଉଦଘାଟନ କରିବେ ବୋଲି ଜଣାଯାଇଛି। ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.7 ° C
    27.7 °
    27.7 °
    64 %
    0.7kmh
    97 %
    Mon
    27 °
    Tue
    40 °
    Wed
    41 °
    Thu
    41 °
    Fri
    39 °

    ସମ୍ବନ୍ଧିତ