Thursday, September 17, 2026
30 C
Odisha

    ଭୁବନେଶ୍ୱରରେ ପହଁଚିଲେ ଏଏସଆଇ ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା  (ଏଏସଆଇ) ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ରତ୍ନଗିରି ଯାଇ ସ୍ଥିତି ପରଖିବେ ଏଏସଆଇ ମହାନିର୍ଦେଶକ  । ଏହିସବୁ ଐତିହ୍ୟ ସ୍ମାରକୀକୁ କେତେ ସଂରକ୍ଷଣ ଆବଶ୍ୟକ ତାହା ଯାଞ୍ଚ ହେବ। ସବୁ ପୁରୁଣା ସ୍ମାରକୀ ଉପରେ ବିପଦ ଅଛି, ତାହାର ରକ୍ଷଣାବେକ୍ଷଣ ଆବଶ୍ୟକ। ଏହାର ରକ୍ଷଣାବେକ୍ଷଣ କେମିତି କରାଯିବ ଯାଞ୍ଚ କରିବାପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଓ୍ବାଇ.ଏସ. ରାଓ୍ବତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ