Saturday, April 11, 2026
27.5 C
Odisha

    ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : ବିନା ପ୍ରମାଣପତ୍ରରେ ମିଳିବ, ପ୍ରି ବୁକିଂ ର ନାହିଁ ଆଵଶ୍ୟକତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର ।  ବିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କିରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି ।  ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ ମେସରେ ଏହି ୫ କେଜିକିଆ ସିଲିଣ୍ଡର ଉପରେ ନିର୍ଭରଶୀଳ ତାଙ୍କୁ ଆଉ ଅସୁଭିଧା ହେବ ନାହିଁ ।  ବିନା ପ୍ରମାଣ ପତ୍ର ଏହା ମିଳିବ, ପ୍ରି ବୁକିଂ ର ଆବଶ୍ୟକତା ନାହିଁ  ।  ଏହା ଛଡ଼ା ଏହି ସିଲେଣ୍ଡର ପାଇଁ ଆଉ ଏକ ନିୟମ ରହିଛି, ସିଲିଣ୍ଡର ସିକ୍ୟୁରୀଟି ବାବଦରେ 800 ଟଙ୍କା ପ୍ଲସ ଜିଏସଟି ରହିଛି ।  ଏହା ବ୍ୟତୀତ କେତେ ରିଫିଲ ଟଙ୍କା ପଡିବ ସେ ନେଇ ପରେ ଜଣା ପଡିବ ।  ତେବେ ଏହା ର ପ୍ରକୃତ ଦାମ କେତେ , ଏ ସବୁ ପରେ ଜଣା ପଡ଼ିବ ।  ହେଲେ ଯେଉଁ ଗ୍ୟାସ ଲୋକେ ପାଇପାରୁନଥିଲେ ବର୍ତ୍ତମାନ ତାହା ପ୍ରଦାନ ହେବା ଆରମ୍ଭ ହୋଇଛି ।  ଏହାର ଡିମାଣ୍ଡକୁ ନେଇ କେତେ ସିଲେଣ୍ଡର ମିଳିବ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ