Saturday, March 28, 2026
24.4 C
Odisha

    ଭୁବନେଶ୍ୱର ବିମାନବନ୍ଦରରୁ ଆଠ କୋଟି ଟଙ୍କାର ଗଞ୍ଜେଇ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ। ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା । ଆଠ କୋଟି ଟଙ୍କାର ମାରିଜୁଆନା ଜବତ । ଆଠ କେଜି ମାରିଜୁଆନା ଜବତ କଲା DRI । ବ୍ୟାଙ୍କକ ଫ୍ଲାଇଟରେ ଆସୁଥିବା ଯାତ୍ରୀଙ୍କଠୁ ଜବତ କଲା ଡିଆର ଆଇ। ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆର ଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ଜବତ ହୋଇଥିଲା ନିଶା ଦ୍ରବ୍ୟ ବା ମାରିଜୁଆନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    56 %
    1.5kmh
    0 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ